Chhota Chhota Jibana - Amaresh Biswal - Books - BLACK EAGLE BOOKS - 9781645601555 - February 18, 2021
In case cover and title do not match, the title is correct

Chhota Chhota Jibana

Price
Íkr 2,509
excl. VAT

Ordered from remote warehouse

Expected delivery Jul 10 - 24
Add to your iMusic wish list

Not rated yet

ମୋ ପେସାରେ, ମà­à¬ ଅନେକ ବଡ଼ବଡ଼ ଘଟଣା ଦେଖିଛି ଓ ସେସବୠଘଟଣା ସହ ଦିନଦିନ ରହିଛି । ପà­à¬°à¬¥à¬®à­‡ ଗପ ଲେଖିଲା ବେଳେ ବଡ଼ କାନଭାସୠନେଇ କାମ କରି ସଫଳ ହୋଇଛି ସତ, ହେଲେ ପରେ ମୋର ମନେହୋଇଛି, ଅନେକ ଛୋଟ ଛୋଟ ଅନà­à¬­à¬¬à¬•ୠମà­à¬ ନଜରଅନà­à¬¦à¬¾à¬œ କରିଦେଇଛି । ଉପନà­à­Ÿà¬¾à¬¸ ଲେଖିଲା ବେଳେ ସେ ସବୠପà­à¬°à¬¾à­Ÿ ଧà­à­Ÿà¬¾à¬¨ ଦେଇପାରà­à¬›à¬¿, ହେଲେ ଗପରେ ତାହା ସବà­à¬¬à­‡à¬³à­‡ ସମà­à¬­à¬¬ ହେଉନି ।

ତେବେ ଖବରକାଗଜ ପାଇଠସୀମିତ ସà­à¬¥à¬¾à¬¨à¬°à­‡ ଛୋଟ ଛୋଟ ଗପ ଲେଖିଲା ବେଳେ ଜୀବନର ଅନେକ ଗà­à¬°à­à¬¤à­à­±à¬¹à­€à¬¨ ଅନà­à¬­à¬¬à¬•ୠନେଇ କାହାଣୀ ସୃଷà­à¬Ÿà¬¿ କରିଛି ଓ ସଫଳ ହୋଇଛି ।ଜୀବନରେ ଅନେକ ଛୋଟ ଘଟଣା ବହୠବଡ଼ବଡ଼ ଲୋକଙà­à¬•ର ପଥ ବଦଳାଇ ଦେଇଛି । ଜଣେ ଯà­à¬¬ ମà­à¬¸à¬²à¬®à¬¾à¬¨ ଶିକାରୀକୠନେଇ, ଦାରà­à¬¶à¬¨à¬¿à¬• ଓସୋଙà­à¬•ର ଗୋଟିଠଛୋଟିଆ କାହାଣୀ ମୋର ମନେପଡà­à¬›à¬¿ । ଲୋକଟିର ନାଠୱାଜିଦୠ। ଦୈନିକ ସେ ବଣକୠଶିକାର କରିବାକୠଯାଠ। ଥରେ à¬à¬• ଚà­à¬²à­à¬¬à­à¬²à¬¿ ହରିଣକୠତୀର ମାରିବାକୠଉଦà­à­Ÿà¬® କରà­à¬¥à¬¿à¬¬à¬¾ ବେଳେ ହିଠତା' ଭିତରେ à¬à¬• ବିରାଟ ପରିବରà­à¬¤à­à¬¤à¬¨ ହେଲା । ଜୀବନ ଯେ କେତେ ସà­à¬¨à­à¬¦à¬° ତାହା ସେ ହଠାତୠଅନà­à¬­à¬¬ କଲା ଓ à¬à¬‡à¬®à¬¾à¬¤à­à¬° କà­à¬·à­€à¬ªà­à¬° ଗତିରେ ଧାଇଠଯାଇ ହରିଣଟିକୠବିଦà­à¬§ କରିବାକୠଥିବା ତୀରଟିକୠସେ ଆଉ ଛାଡି ପାରିଲା ନାହିଠ। ତା ଅଙà­à¬—à­à¬³à¬¿à¬° ଜାବ ଢିଲା ପଡ଼ିଗଲା ।ତା'ପରେ ୱାଜିଦୠଜୀବନର ଗà­à¬¢ ତତà­à¬¤à­à­± ଖୋଜିବାକୠଲାଗିଲା ଓ ତାହା ସେ ପାଇଲା କି ନାହିଠମà­à¬ ଜାଣିନି । କିନà­à¬¤à­ ତା' ଜୀବନରେ ଘଟିଥିବା à¬à¬¹à¬¿ ଛୋଟିଆ ଘଟଣାଟି, ଆମ ପରି ମଣିଷମାନଙà­à¬• ପାଇଠà¬à¬• ସà­à¬¨à­à¬¦à¬° ଉଦାହରଣ ଛାଡ଼ିଗଲା ।

ଠବହିରେ ସନà­à¬¨à¬¿à¬¬à­‡à¬¶à¬¿à¬¤ ସବୠଗପରେ ଅନେକ ଚଟà­à¬³à¬ªà¬£ ଓ ଜୀବନ ଦରà­à¬¶à¬¨ ରହିଛି । କିଛି କିଛି ଜାଗାରେ କବିତା ପରି ଆବଷà­à¬Ÿà­à¬°à¬¾à¬•à­à¬Ÿ ତ କିଛି ଜାଗାରେ ସାମାଜିକ ଓ ତୀକà­à¬·à­]ଣ ରାଜନୈତିକ କଟାକà­à¬· । ମତେ ଠସବà­à¬°à­‡ ଖେଳିବାକୠଭଲ ଲାଗେ । ଠସବୠଗପରେ ସଫଳ ଓ ବିଫଳ ହେବା à¬à¬• ପà­à¬°à¬•à­à¬°à¬¿à­Ÿà¬¾ ବୋଲି ମà­à¬ ବିଚାର କରିଛି । ତେଣୠଯେତେବେଳେ ଯାହା ମନକୠଆସିଛି ମୋର ବିଚାରବୋଧରେ ଲେଖିଛି ।

Media Books     Paperback Book   (Book with soft cover and glued back)
Released February 18, 2021
ISBN13 9781645601555
Publishers BLACK EAGLE BOOKS
Pages 130
Dimensions 140 × 216 × 8 mm   ·   172 g
Language Oriya  

Mere med samme udgiver